ଏ ଜନ୍ମରେ ଦେଶର ସୈନିକ ହୋଇପାରିଲି ନାହିଁ, ଆର ଜନ୍ମରେ ନିଶ୍ଚିତ ହେବି : ଏଭଳି ଲେଖି ଜୀବନ ହାରିଲେ ଯୁବକ

ନୂଆଦିଲ୍ଲୀ: ମୁଁ ଏ ଜନ୍ମରେ ଦେଶର ଜଣେ ସୈନିକ ହୋଇପାରିଲି ନାହିଁ, ଆର ଜନ୍ମରେ ମୁଁ ନିଶ୍ଚିତ ଭାବରେ ଜଣେ ସୈନିକ ହେବି। ସେନା ପରୀକ୍ଷାରେ ବିଫଳ ହେବା ପରେ ଜଣେ ଯୁବକ ଏପରି ଲେଖି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ନୋଏଡାର ସେକ୍ଟର ୪୯ ପୁଲିସ ଷ୍ଟେସନ ଅଞ୍ଚଳର ବାରୁଲା ଗ୍ରାମରେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ପୁଲିସ ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ … Continue reading ଏ ଜନ୍ମରେ ଦେଶର ସୈନିକ ହୋଇପାରିଲି ନାହିଁ, ଆର ଜନ୍ମରେ ନିଶ୍ଚିତ ହେବି : ଏଭଳି ଲେଖି ଜୀବନ ହାରିଲେ ଯୁବକ